ଖେତରେ ଅନାବନାଘାସ ?
ସଠିକ୍ ନିଷ୍ପତ୍ତି ଦ୍ୱାରା ଆସିଥାଏ ସମସ୍ତ ପରିବର୍ତ୍ତନ
ନୂଆ ଯୁଗର ରସାୟନ -
ପ୍ରକୃତି ଦ୍ଵାରା ପ୍ରେରିତ
ମକା ଏବଂ ଆଖୁ ପାଇଁ
ଭାରତର ପ୍ରଥମ ପ୍ରି-ମିକ୍ସ
ଅନାବନାଘାସନାଶକ ।
କାଲାରିସ୍ ଏକ୍ସଟ୍ରା
ଘାସ ଏବଂ ଚଉଡ଼ା ପତ୍ର ବାଲା
ଅନାବନାଘାସ ଉପରେ ପତ୍ର ମାଧ୍ୟମରେ
ବ୍ରଡ୍ ସ୍ପେକଟ୍ରମ୍ ଏବଂ ଅବଶେଷାତ୍ମକ
ନିୟନ୍ତ୍ରଣ, ଯାହାକୁ ମକା ଏବଂ ଆଖୁ
ଫସଲ ପାଇଁ ଦିଆଯାଇଥାଏ ।
ଦ୍ୱୈତ ପଦ୍ଧତିରେ ପ୍ରଭାବ,
ଉତ୍କୃଷ୍ଟ ତାଳମେଳ, ଯାହା ଦ୍ୱାରା
ଫଳପ୍ରଦ ନିୟନ୍ତ୍ରଣ ମିଳେ ।
ମକ୍କା ପାଇଁ
ଆଖୁ ପାଇଁ
କାଲାରିସ ଏକ୍ସଟ୍ରା କଣ ଅଟେ ?
ଘାସ ଏବଂ ଚଉଡ଼ା ପତ୍ର ବାଲା
ଅନାବନାଘାସ ଉପରେ ପତ୍ର ମାଧ୍ୟମରେ
ବ୍ରଡ୍ ସ୍ପେକଟ୍ରମ୍ ଏବଂ ଅବଶେଷାତ୍ମକ ନିୟନ୍ତ୍ରଣ, ଯାହାକୁ ମକା ଏବଂ ଆଖୁ ଫସଲ ପାଇଁ ଦିଆଯାଇଥାଏ।
2 ସକ୍ରିୟ ତତ୍ତ୍ଵର ପ୍ରିମିକ୍ସ
ଦୈହିକ ପ୍ରଭାବ ବାଲା ଉତ୍ଥାନ ପରବର୍ତ୍ତୀ
ତୃଣନାଶକ, ଯାହାର ସିଞ୍ଚନ ଅନାବନାଘାସର
3-4 ପତ୍ର ପର୍ଯ୍ୟାୟରେ କରାଯାଇଥାଏ।
ପର୍ଯ୍ୟାବରଣର ବିପରୀତ ପରିସ୍ଥିତିରେ ବା
ତନାବରେ ସିଞ୍ଚନ ହେବା ଦ୍ୱାରା କିଛି ପତ୍ରର
ରଙ୍ଗ ଉଡ଼ିପାରେ, କିନ୍ତୁ ଏହି ଲକ୍ଷଣ ଜଲ୍ଦି
ଦୂର ହୋଇଯାଇଥାଏ ।
ଏଚପିପିଡି ଏବଂ ପିଏସ 2 କେମିଷ୍ଟ୍ରି,, ଦୋହରା ପଦ୍ଧତିରେ ପ୍ରଭାବିତ, ଉତ୍କୃଷ୍ଟ ତାଳମେଳ, ଯାହାଦ୍ୱାରା ଫଳପ୍ରଦ ନିୟନ୍ତ୍ରଣ ମିଳିଥାଏ |
ବିଲ୍ଟ-ଇନ୍-ଏଡଜୁଭାଣ୍ଟ
କେବେ ଏବଂ କେତେ
କାଲାରିସ୍ ଏକ୍ସଟ୍ରା ପାଇଁ ସୁପାରିଶ କରାଯାଇଥିବା ସମୟ ଏବଂ ଖୁରାକର ଦର?
କାଲାରିସ୍ ଏକ୍ସଟ୍ରାର ସିଞ୍ଚନ ଅନାବନାଘାସର 3-4 ପତ୍ର ପର୍ଯ୍ୟାୟରେ କରନ୍ତୁ 1400 ମି.ଲି/ଏକର ଏହାର ସିଞ୍ଚନ 200 ଲିଟର ପାଣି/ଏକର ସହିତ ଫ୍ଲଡ୍ ଜେଟ୍ ବା ଫ୍ଲାଟ୍ ଫ୍ୟାନ୍ ନୋଜଲ୍ ବାଲା ନାପସ୍ୟାକ୍ ସ୍ପ୍ରେୟର୍ ଦ୍ୱାରା କରାଯିବା ଉଚିତ।
ସୁପାରିଶ
କାଲାରିସ୍ ଏକ୍ସଟ୍ରାର ସୁପାରିଶ କଣ ପାଇଁ କରାଯାଏ?
ଏହାର ସୁପାରିଶ ମକା ଏବଂ ଆଖୁ ଫସଲରେ ଘାସ ବାଲା ଏବଂ ଚଉଡ଼ା ପତ୍ର ବାଲା ଅନାବନାଘାସ ଉପରେ ନିୟନ୍ତ୍ରଣ ପାଇଁ କରାଯାଇଥାଏ ।
ଆମର ବ୍ରାଣ୍ଡ ଭିଡିଓ ଦେଖନ୍ତୁ

ଅନାବନା ଘାସକୁ ଧରନ୍ତୁ, ସ୍କୋର କରନ୍ତୁ
କାଲାରିସ ଏକ୍ସଟ୍ରା ମୋବାଇଲ ଗେମ ଖେଳନ୍ତୁ, ଯେତେ ସମ୍ଭବ ସେତେ ଅନାବନା ଘାସକୁ ଧରନ୍ତୁ ଏବଂ ସମ୍ପୁର୍ଣ୍ଣ ଭାରତରେ ବଡ ଖିଲାଡ଼ି ହୁଅନ୍ତୁ |
ଆନୁଧ୍ୟାନ କରନ୍ତୁ କାଲାରିସ ଏକ୍ସଟ୍ରା କାହିଁକି ଅଟେ
ଆପଣଙ୍କ ସଠିକ ନିଷ୍ପତ୍ତି
ଲିଙ୍କରେ କ୍ଲିକ କରନ୍ତୁ ଏବଂ ଜାଣନ୍ତୁ କାଲାରିସ ଏକ୍ସଟ୍ରା ଆପଣଙ୍କ କ୍ଷେତ୍ରରେ ଭିନ୍ନତା କିପରି ଆଣୁଛି !
ଆପଣଙ୍କ ଅନାବନା ଘାସକୁ ଚିହ୍ନନ୍ତୁ
ନାବନା ଘାସ ଚିହ୍ନିବା ଅନୁଭାଗ କୁ ଯାଇ ସଠିକ ଚୟନ କରନ୍ତୁ |
କ୍ୟୁଆର କୋଡକୁ ସ୍କାନ କରନ୍ତୁ – ଅଧିକ ଜାଣନ୍ତୁ !